କୁଲିକୁଲି
ଦେଖଣା
କୁଲିକୁଲି —
ଉଚ୍ଚାରଣ: Kulikuli
ପ୍ରାଦେ. (ମେଦିନୀପୂର) ଅ —
କେତାକେତା; ଟିକିଟିକି ହୋଇ(ଲୁଗାଆଦି ଚିରିବା) — (Torn) into shreds.
(ଯଥା—ସେ ଧୂତିଟା କୁଲିକୁଲି ଫାଡ଼ି ଦେଲା)
କୁଲିକୁଲି —
ଉଚ୍ଚାରଣ: Kulikuli
ପ୍ରାଦେ. (ମେଦିନୀପୂର) ଅ —
କେତାକେତା; ଟିକିଟିକି ହୋଇ(ଲୁଗାଆଦି ଚିରିବା) — (Torn) into shreds.
(ଯଥା—ସେ ଧୂତିଟା କୁଲିକୁଲି ଫାଡ଼ି ଦେଲା)