Jump to content

କୁଲିଙ୍ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲିଙ୍ଗ
ଉଚ୍ଚାରଣ: Kuliṅga

ଦେ. ବି. (ସଂ. କୁଳିଙ୍ଗ) —

ପକ୍ଷୀବିଶେଷ; କପୋତ — Dove.

କୁଲିଙ୍ଗ ପକ୍ଷୀ ପତ୍ନୀ ମେଳେ ବସି ଯେ ଥିଲା ବୃକ୍ଷଡାଳେ ଜଗନ୍ନାଥ. ଭାଗବତ