Jump to content

କୁଲିଞ୍ଜନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲିଞ୍ଜନ
ଉଚ୍ଚାରଣ: Kulin̄jana
(ଅପର ସଂ. ନାମ ସୁଗନ୍ଧା)

ସଂ. ବି —

ମହାଭରିବଚା; ହରିଦ୍ରାଦି ବର୍ଗର ଶାକବିଶେଷ — Alpina Galanga (plant)

[ଦ୍ର— ଏଥିରେ ଡାଙ୍ଗରେ ଅନେକ ପତ୍ର ଧରେ ଏବଂ ଡାଙ୍ଗ ମନୁଷ୍ୟ ଉଚ୍ଚରେ ବଢ଼େ; ଫୁଲ ଆରକ୍ତ ଓ ମଧ୍ୟଭଳି;ଏ ଗଛ ଉଦ୍ୟାନରେ ଦେଖାଯାଏ—ଯୋଗେଶଚନ୍ଦ୍ର ଏହା ଉଗ୍ର ଗନ୍ଧ ବିଶିଷ୍ଟ, କଫ କାସନାଶକ, ସସ୍ବରକାରକ ଓ ରୁଚିକର; ଏହା ହୃଦୟ କଣ୍ଠ ଓ ମୁଖଶୋଧକ ସ୍ଥୂଳଗ୍ରନ୍ଥିବିଶିଷ୍ଟ କୁଲିଞ୍ଜନକୁ ମହାଭରୀ କହନ୍ତି]