କୁଲିତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲିତା
ଉଚ୍ଚାରଣ: Kulitā

ପ୍ରାଦେ. (ସମ୍ବଲପୁର) ବି. (ସଂ. କୁଳତ୍ୟାଗ ?)

କୁଲତା (ଦେଖ) Kultā (See)

[ଦ୍ର—କଥିତ ଅଛି ଯେ ଏମାନେ କଟକ,ଅନୁଗୁଳ ଓ ମୋଗଲବନ୍ଦ ଆଡୁ ସମ୍ବଲପୁର ଯାଇଥିଲେ ରେଡାଖୋଲ ପର୍ଯ୍ୟନ୍ତ ଚଷା ଜାତି ଅଛନ୍ତି ମାତ୍ର ସମ୍ବଲପୁରରେ କୃଷକମାନଙ୍କର ନାମ କୁଲିତା ଏମାନଙ୍କ ସଂଖ୍ୟା ସମ୍ବଲପୁର ଜିଲ୍ଲାର ସମସ୍ତ ଭୋଟରଙ୍କ ସଂକ୍ଷାର ୧/୩: ]