Jump to content

କୁଲି ସରଦାର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲି ସରଦାର
ଉଚ୍ଚାରଣ: Kulisaradāra
কুলিসর্দ্দার कुलीका सरदार

ବୈଦେ. ବି. (ତୁର୍କୀ) —

୧: ବିଦେଶକୁ ପଠାଯିବା ନିମନ୍ତେ ଚୁକ୍ତିବଦ୍ଧ କୁଲି ସଂଗ୍ରହ କରିବା ନିମନ୍ତେ ଯେଉଁ ବ୍ୟକ୍ତି ମଫସଲରେ ବୁଲେ — ୧. A cooly recruiter.

୨: କେତେଜଣ କୁଲିଙ୍କ ମଧ୍ୟରେ ଦଳପତି — ୨. A headman of a gang of coolies.