Jump to content

କୁଲୁକୁଲା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲୁକୁଲା
ଉଚ୍ଚାରଣ: Kulukulā

ପ୍ରାଦେ. (ସମ୍ବଲପୁର) ବି. —

ପାଣିରେ ଘାଉଁରି ଖାଇ ପହଁରିବା ଏକ ପ୍ରକାର ପୋକ; ପାଣିଭଁଅର ବା କେଉଟିଆ ପୋକ —A kind of aquatic insect.