କୁଲୁକୁଲିଆ
ଦେଖଣା
କୁଲୁକୁଲିଆ —
ଉଚ୍ଚାରଣ: Kulukuliā
कुलकुलिया
ଦେ. ବିଣ.—(ସ୍ନେହସୂଚକ ପ୍ରଯୋଗ) —
୧: ଯେ (ଯେଉଁ ଶିଶୁ) କୁଲୁକୁଲୁ କରି ଚାହେଁ —୧. (child) Who looks at a thing gracefully.
୨: ଖୁଜୁବୁଜିଆ; ଅସ୍ଥିର —୨. Restless.
୩: ଅସ୍ଥିର ଓ ସୁନ୍ଦର (ଶିଶୁ) — ୩. Tiny and charming (child).