Jump to content

କୁଲୁକୁଲୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲୁକୁଲୁ
ଉଚ୍ଚାରଣ: Kulikulu

ଦେ. ଅ. (ଧ୍ଵନ୍ୟନୁକରଣ) —

ଏକ ସ୍ଥାନରେ ବା ଅଳ୍ପସ୍ଥାନ ମଧ୍ୟରେ ରହି ଅସ୍ଥିର ହେବା; ଖଜ୍ବଜ୍; ଖୁଜୁବୁଜୁ — moving one's body or limbs restlessly within a limited space.

ବାଆ କୁଲୁକୁଲୁ କଲା ଲୋ ମା ! ଡାଆଣୀ ହାତରେ ବାଡି, ଦୁଇ ହାତକୁ ଲୋ ମା ! ଦୁଇ ମୁଠା ଚୂଡି (ଶିଶୁଗୀତ)