କୁଲୁକୁଲ୍ କରି ଚାହିଁବା
ଦେଖଣା
କୁଲୁକୁଲ୍ କରି ଚାହିଁବା —
ଉଚ୍ଚାରଣ: kulukul kari chāhiñbā
ଦେ. କ୍ରି —
ମନୋରମ୍ୟ ରୂପେ ଚାହିଁବା — To look at a thing gracefully.
[ଦ—ଏହି ଶବ୍ଦ ଶିଶୁମାନଙ୍କ ମଧୁର ଚାହାଁଣି ସମ୍ବନ୍ଦେ ବ୍ୟବହୁତ ହୁଏ]
କୁଲୁକୁଲ୍ କରି ଚାହିଁବା —
ଉଚ୍ଚାରଣ: kulukul kari chāhiñbā
ଦେ. କ୍ରି —
ମନୋରମ୍ୟ ରୂପେ ଚାହିଁବା — To look at a thing gracefully.
[ଦ—ଏହି ଶବ୍ଦ ଶିଶୁମାନଙ୍କ ମଧୁର ଚାହାଁଣି ସମ୍ବନ୍ଦେ ବ୍ୟବହୁତ ହୁଏ]