କୁଲୁପି
ଦେଖଣା
କୁଲୁପି —
ଉଚ୍ଚାରଣ: Kulupi
কুল্পী, কুল্ফি
कुलफी
ବୈଦେ. ବି. (ଆ. କୁଲ୍ଫୀ) —
୧: ଦୁଧ ଆଦିକୁ ବରଫ ସାହାଯ୍ୟରେ ଜମାଟ୍ କରି ରଖିବା ଛା଼ଞ୍ଚ —୧. The metal case or mould for ice-cream.
୨: ଜମାଟ୍ ଦୁଧ —୨. Ice-cream.
କୁଲୁପି —
ଉଚ୍ଚାରଣ: Kulupi
কুল্পী, কুল্ফি
कुलफी
ବୈଦେ. ବି. (ଆ. କୁଲ୍ଫୀ) —
୧: ଦୁଧ ଆଦିକୁ ବରଫ ସାହାଯ୍ୟରେ ଜମାଟ୍ କରି ରଖିବା ଛା଼ଞ୍ଚ —୧. The metal case or mould for ice-cream.
୨: ଜମାଟ୍ ଦୁଧ —୨. Ice-cream.