କୁଲେଇ
ଦେଖଣା
କୁଲେଇ —
ଉଚ୍ଚାରଣ: Kuei
পাতিকূলো
सुपलि, डगडी
ଦେ. ବି. (ସଂ. କୁଲ୍ୟ) —
ଛୋଟକୁଲା; ମାଇକିନିଆପିଲା ବା ଶିଶୁବାଳକାମାନେ ଧୂଳିଘର କରି ଖେଳିବାବେଳେ ବ୍ୟବହୁତ ସାନ କୁଲା — A small winnowing fan used as a playing by girls.
ଆଣରେ ପିଲେ କୁଲେଇ, ମେଘ ୟାଉ ବୁଲେଉ ଶିଶୁବଚନ