Jump to content

କୁଲେର୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲେର୍
ଉଚ୍ଚାରଣ: Kuler

ପ୍ରାଦେ. (ସମ୍ବଲପୁର) ବି. (ସଂ. କୁଲ୍ୟାଳି) —

ଏକ ପ୍ରକାର ଜଳଜ ଶାକ (ଏହା ଜଳ ବା ଜୋଡ କୁଳରେ ହୁଏ) — A kind of aquatic pot-herb.