Jump to content

କୁଲ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲ୍
ଉଚ୍ଚାରଣ: Kul

ପ୍ରାଦେ. (ସମ୍ବଲପୁର) ବି —

କମଳା ବା ଲେମ୍ବୁର କୋଲା — A capsule inside the orange.

ବୈଦେ. ବିଣ. (ଆ) (ତୁଳ ସଂ. କୁଳ=ସମୂହ) —

ବିବାକ୍; ସମୁଦାୟ; ସମଗ୍ର —Whole; complete.