Jump to content

କୁଲ୍ଜିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲ୍ଜିବା
ଉଚ୍ଚାରଣ: Kuljibā
লোড়না

ପ୍ରାଦେ. (ସମ୍ବଲପୁର) କ୍ରି. (ସଂ. କୁଳ) —

ଉଞ୍ଚବୃତ୍ତି ଦ୍ବାରା ଧାନ ଗୋଟାଇବା; କିଆରିରେ ଧାନ— କଟାଳିଙ୍କଠାରୁ ଖସି ପଡ଼ିଥିବା ଶସ୍ୟାଦି ଗୋଟାଇବା — To pick up grains left in the field by reapers.