Jump to content

କୁଲ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲ୍ୟ
ଉଚ୍ଚାରଣ: Kulya

ସଂ. ବି. (କୁଳ୍ ଧାତୁ=ରାଶି କରିବା+କର୍ମ. ୟ) —

୧: ଅସ୍ଥି; ହାଡ଼ —୧. Bone.

୨: ମାଂସ —୨. Flesh.

୩: (+କରଣ. ୟ) ସୂର୍ପ; କୁଲା —୩. Winnowing fan.

୪: ଶବଦାହ ପରେ ସଂଗୃହୀତ ଅସ୍ଥି ରଖିବା ପାତ୍ର — ୪. A receptacle for bones left from a burnt corpse. (M.W.)

(କୁଲ୍ୟା—ସ୍ତ୍ରୀ)

ବିଣ. ପୁଂ. (କୁଳ+ୟ) —

୧: ସତ୍କୁଳପ୍ରସୂତ — ୧. Born of a high family.

୨: ମାନନୀୟ —୨. Respectable.