Jump to content

କୁଲ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲ୍ୟା
ଉଚ୍ଚାରଣ: Kulyā

ସଂ. ବି. ସ୍ତ୍ରୀ. (କୁଳ୍ ଧାତୁ=ରାଶି କରିବା+ୟ+ସ୍ତ୍ରୀ. ଆ) —

୧: କୃତ୍ରିମ କ୍ଷୁଦ୍ରନଦୀ — ୧. Canal; artificial rivulet.

୨: ଗଡଖାଇ; ପରିଖା —୨. Ditch; moat; trench.

୩: ପ୍ରବାହ —୩. An artificial current.

୪: କ୍ଷୁଦ୍ର ଖାତ —୪. A ditch or small tank.

୫: ପୟଃପ୍ରଣାଳୀ —୫. Drainage.

୬: କୁଳସ୍ତ୍ରୀ; ଭୁଆସୁଣୀ; କୁଳବଧୁ — ୬. A woman of respectable family.