Jump to content

କୁଲ୍ଲୁକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଲ୍ଲୁକ
ଉଚ୍ଚାରଣ: Kulluka

ସଂ. ବି. (ନାମ) —

ମନୁସଂହିତାର ବିଖ୍ୟାତ ଟୀକାକାର — Name of a celebrated commentator.

[ଦ୍ର—ଏହାଙ୍କର ଉପାଧି ଭଟ୍ଟ ଏ ଗୌଡଦେଶରେ ସପ୍ତଦଶ ଶତାଦ୍ଦୀରେ ଜନ୍ମଗ୍ରହଣ କରିଥିଲେ]