Jump to content

କୁଳକର୍ମ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳକର୍ମ
ଉଚ୍ଚାରଣ: Kuḻakarma

ସଂ. ବି. (ମଧ୍ୟପଦଲୋପୀ; କୁଳାନୂଗତ କର୍ମ) —

୧: ବଂଶାନୁଗତ କର୍ତ୍ତବ୍ୟ କର୍ମ; କୁଳାଚାର — ୧. Family usage or custom or observance; the duties of one's own family.

୨: କୁଳୀନ ବଂଶର କନ୍ୟାଦାନ (ପ୍ରକୃତିବାଦ) — ୨. Giving of a daughter in marriage to a high caste bridegroom.

୩: କୁଳର ନିୟମାନୁସାରେ ପୁତ୍ରକନ୍ୟାମାନଙ୍କର ବିବାହ ଦେବା (ପ୍ରକୃତିବାଦ) —୩. Marriage of the bosy and girls of a family according to the family tradition.