Jump to content

କୁଳକଳଙ୍କ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳକଳଙ୍କ
ଉଚ୍ଚାରଣ: Kulḻakaḻaṅka

ସଂ. ବି. (୬: ଷ୍ଠୀ ତତ୍; କୁଳ+କଳଙ୍କ) —

କୁଳର ସୁନାମ— ଲୋପଜନକ ଦୂଷିତ କର୍ମ; କୁଳନାମରେ ନିନ୍ଦା — A family disgrace or dishonour.

ବିଣ —

କୁଳସ୍ଥ ଯେଉଁ ବ୍ୟକ୍ତି ହେତୁ କୁଳରେ କଳଙ୍କ ଲାଗେ; କୁଳାଙ୍ଗାର —One who is a stain or disgrace to one's family; one who is a thorn or trouble to the family.