କୁଳକଳଙ୍କା
ଦେଖଣା
କୁଳକଳଙ୍କା —
ଉଚ୍ଚାରଣ: Kuḻakaḻaṅkā
କୁଳକଳଙ୍କୀ, କୁଳକଳଙ୍କିନୀସ୍ତ୍ରୀ
ଦେ. ବି. ଫୁ. (ସଂ. କୁଳକଳଙ୍କ) —
୧: କୁଳାଙ୍ଗାର — ୧. One who is a disgrace to one's family.
୨: ନିଜ ଆଚରଣ ଯୋଗୁଁ ଆପଣା କୁଳର ସୁନାମରେ କାଳି ଲଗାଇବା (ବ୍ୟକ୍ତି) ୨. (person) Who by his conduct brings disgrace to his family.