କୁଳକାମିନୀ
ଦେଖଣା
କୁଳକାମିନୀ —
ଉଚ୍ଚାରଣ: Kuḻakāminī
ସଂ. ବି. (୬: ଷ୍ଠୀ ତତ୍; କୁଳ+କାମିନୀ) —
୧: କୁଳଭୁଆଷୁଣୀ; ଗୃହୀଣୀ — ୧. A house-wife.
୨: ସତୀ ସ୍ତ୍ରୀ —୨. A chaste wife.
୩: ଉଚ୍ଚକୁଳର ସ୍ତ୍ରୀ — ୩. A lady belonging to a respectable family.