କୁଳକୁଣ୍ଡଳିନୀ
ଦେଖଣା
କୁଳକୁଣ୍ଡଳିନୀ —
ଉଚ୍ଚାରଣ: Kuḻakuṇḍaḻinī
ସଂ. ବି. (ତୁଳ=ତନ୍ତ୍ରୋକ୍ତ କୌଳିକ ସଂପ୍ରଦାୟର ଉପାସ୍ୟା+ କୁଣ୍ଡଳିନୀ=ସର୍ପଣୀ) —
ତନ୍ତ୍ରଶାସ୍ତ୍ରପ୍ରସିଦ୍ଧ ମୂଳାଧାରାସ୍ଥ ସର୍ପୀତୁଲ୍ୟ ଶକ୍ତିବିଶେଷ — A Goddess said to exist in the body near the anus and worrshipped during Tantric breath-exercises.
[ଦ୍ର—ଏ ଶକ୍ତି ସର୍ପ ପରି ମୂଳାଧାରର ଚାରିପାଖେ କୁଣ୍ଡଳାକୃତ ହୋଇ ସୁପ୍ତାବସ୍ତାରେ ଥାଆନ୍ତି ସାଧକ ବାଯୁସାଧାନା ବା ପୂରକ, କୁମ୍ଭକ ଓ ରେଚକ ପ୍ରକ୍ରିୟାଦ୍ବାରା ଉକ୍ତ ଶକ୍ତିଙ୍କୁ ଜାଗରିତା କରାଇ ପାରିଲେ ସିଦ୍ଧି ଲାଭ କରେ]