କୁଳକ୍କ
ଦେଖଣା
କୁଳକ୍କ —
ଉଚ୍ଚାରଣ: Kuḻakka
ସଂ. ବି. (କୁ+ଲକ୍କ ଧାତୁ=ବ୍ୟାପି ରହିବା+ଭାବ. ଅ) —
୧: ଝାଞ୍ଜ —୧. Cymbal (Apte)
୨: ତାଳ — ୨. Beating time in music (Apte).
କୁଳକ୍କ —
ଉଚ୍ଚାରଣ: Kuḻakka
ସଂ. ବି. (କୁ+ଲକ୍କ ଧାତୁ=ବ୍ୟାପି ରହିବା+ଭାବ. ଅ) —
୧: ଝାଞ୍ଜ —୧. Cymbal (Apte)
୨: ତାଳ — ୨. Beating time in music (Apte).