କୁଳକ୍ଷୟ
ଦେଖଣା
(କୁଳକ୍ଷଯରୁ ଲେଉଟି ଆସିଛି)
କୁଳକ୍ଷୟ —
ଉଚ୍ଚାରଣ: Kuḻakshay
ସଂ. ବି. (୬: ଷ୍ଠୀ ତତ୍; କୁଳ+କ୍ଷୟ) —
୧: ବଂଶଲୋପ; ବଂଶନାଶ — ୧. Decay or extinction of a family.
କୁଳକ୍ଷୟ ବେଳକୁ ଘୋଡ଼ାମୂହାଁ ପୁଅ ଜାତ—ଢଗ
୨: ବଂଶମର୍ୟ୍ୟାଦାର ଲୋପ — ୨. The loss of the prestige of a family.