Jump to content

କୁଳଗ୍ନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଗ୍ନ
ଉଚ୍ଚାରଣ: Kulagna

ସଂ. ବି. (କର୍ମଧା; କୁ+ଲଗ୍ନ) —

୧: ଅଶୁଭକ୍ଷଣ; ଅଶୁଭମୁହୁର୍ତ୍ତ — ୧. An inauspicious moment.

୨: (ଜ୍ଯୋତିଷ) ଅଶୁଭ ରାଶିମାନଙ୍କ ଯୁକ୍ତ ଲଗ୍ନ — ୨. A combination of evil asrological sings.