Jump to content

କୁଳଘନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଘନ
ଉଚ୍ଚାରଣ: Kuḻaghana

ଗ୍ରା. (ପଦ୍ୟ) ବିଣ. (ସଂ କୁଳଘ୍ନ)

କୁଳଘ୍ନ (ଦେଖ) Kuḻaghna (See)

ପାର୍ଥ ତୁଲେ ବାଦ କରିଣ କୁଳଘନ ନ ବୋଲାଅ ଆହେ ରାଜନ ଦୁର୍ଯ୍ୟୋଧନ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ