କୁଳଘ୍ନ
ଦେଖଣା
କୁଳଘ୍ନ —
ଉଚ୍ଚାରଣ: Kuḻaghna
ସଂ. ବିଣ. ପୁଂ (କୁଳ+ହନ ଧାତୁ+କର୍ତ୍ତୁ. ଅ) —
କୁଳବୁଡ଼ା; ଯେ ବଂଶକୁ ନାଶ କରେ — Ruining a family.
କୁଳଘ୍ନ —
ଉଚ୍ଚାରଣ: Kuḻaghna
ସଂ. ବିଣ. ପୁଂ (କୁଳ+ହନ ଧାତୁ+କର୍ତ୍ତୁ. ଅ) —
କୁଳବୁଡ଼ା; ଯେ ବଂଶକୁ ନାଶ କରେ — Ruining a family.