Jump to content

କୁଳଛଡ଼ା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଛଡ଼ା
ଉଚ୍ଚାରଣ: Kuḻachhaṟḍ̠ā

ଦେ. ବିଣ. (ସଂ. କୁଳଚ୍ଯୁତ) —

୧: ଅକ୍ରିୟା ଆଦି କରି ଯେ ଆପଣା କୁଳ ବା ବଂଶକୁ ତ୍ୟାଗ କରେ — ୧. One who deserts his family by his evil acts.

୨: ଯେ ଅନ୍ୟ ବ୍ୟକ୍ତିକୁ ପ୍ରଲୋଭନ ଦେଖାଇ ତାହାକୁ କୁଳ ବା ବଂଶରୁ ବାହାର କରି ଆଣେ —୨. One who entices away or seduces people from the family with evil intention.

କୁଳଛଡା ବଂଶୀ ଧରି ଧୀରେ ଦୀନକୃଷ୍ଣ, ରସକଲ୍ଲୋକ