କୁଳଜ
ଦେଖଣା
କୁଳଜ —
ଉଚ୍ଚାରଣ: Kuḻaja
(କୁଳଜା—ସ୍ତ୍ରୀ)
ସଂ. ବିଣ. ପୁଂ.—(କୁଳ+ଜନ ଧାତୁ+କର୍ତ୍ତୁ. ଅ) —
୧: ସକ୍ତୁଳପ୍ରସ୍ତୁତ; କୁଳୀନ —୧. Born of a noble family; well-born.
୨: କୈଳିକ —୨. Ancestral; handed down from generation in the family.