କୁଳଜ୍ଞ
ଦେଖଣା
କୁଳଜ୍ଞ —
ଉଚ୍ଚାରଣ: Kuḻajn̄a
ସଂ. ବିଣ. ପୁଂ. (କୁଳ+ଜ୍ଞା. ଧାତୁ+କର୍ତ୍ତୁ. ଅ) —
ବଂଶମାନଙ୍କର ପୂର୍ବ ଇତିବୃତ୍ତ ବିଶେଷଭାବରେ ଜାଣିଥିବା (ବ୍ୟକ୍ତି) — (a person) Acquainted with the history of families.
ବି. —
ବୈତାଳିକ; ଭାଟ —A herald.