Jump to content

କୁଳଟା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଟା
ଉଚ୍ଚାରଣ: Kuḻaṭā

ସଂ. ବିଣ. ସ୍ତ୍ରୀ. (କୁଳ+ଅଟ୍ ଧାତୁ=ଗମନ କରିବା+କର୍ତ୍ତୁ. ଅ+ସ୍ତ୍ରୀ. ଆ; ପରପୁରୁଷସଙ୍ଗମାର୍ଥ ଯେ କୁଳରୁ ବା ଗୃହରୁ ବାହାରି ଯାଏ) —

୧: ବ୍ୟଭିଚାରିଣୀ; ନଷ୍ଟା (ସ୍ତ୍ରୀ) — ୧. Adulterous (woman).

୨: ଅସତୀ (ସ୍ତ୍ରୀ) —୨. Unchaste (woman); faithless (wife).

ବି. ସ୍ତ୍ରୀ. —

୧: ନଷ୍ଟା ସ୍ତ୍ରୀ —୧. Adulteress.

୨: ଅସତୀ ସ୍ତ୍ରୀ —୨. An unchaste wife.