Jump to content

କୁଳତନ୍ତୁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳତନ୍ତୁ
ଉଚ୍ଚାରଣ: Kuḻatantu

ସଂ. ବି. ପୁଂ. —

ଯେଉଁ ବ୍ୟକ୍ତି କୁଳ ରକ୍ଷା କରେ; କୁଳରକ୍ଷା କରିବା ପାଇଁ ୟାହା ବଂଶରେ ତାହା ଛଡା ଆଉ କେହି ନ ଥାଏ —One who continues or prepetuates a family; the only survivor of a family.