କୁଳତିଳକ
ଦେଖଣା
କୁଳତିଳକ —
ଉଚ୍ଚାରଣ: Kuḻatiḻaka
(କୁଳାଙ୍ଗାର—ବିପରୀତ)
ସଂ. ବି. ପୁଂ (୬: ଷ୍ଠୀ ତତ୍; କୁଳ+ତିଳକ) —
୧: ବଂଶର ଶ୍ରେଷ୍ଠ ପୁତ୍ର —୧. One who is the glory of the family.
୨: ବଂଶର ଅଳଙ୍କାର ସ୍ବରୂପ ବ୍ୟକ୍ତି; ସୁପୁତ୍ର; କୁଳମଣ୍ଡନକାରୀ ବ୍ୟକ୍ତି —୨. A person who is an ornament to his family.
ସଂ. ବିଣ. —
ବଂଶର ଉନ୍ନତି ବା ସୁନାମକାରୀ (ବ୍ୟକ୍ତି) — Bringing glory and honours to the family.