Jump to content

କୁଳତ୍ଥିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳତ୍ଥିକା
ଉଚ୍ଚାରଣ: Kuḻathika

ସଂ. ବି. —

୧: କୁଳତ୍ଥ (ଦେଖ) ୧. Kuḻattha (See)

୨: କଜ୍ଜ୍ବଳରୂପେ ବ୍ୟବହୃତ ନୀଳ ପ୍ରସ୍ତର — ୨. Blue stone used as collyrium.

୩: କୋଳଥ ପରି ଦାନାବିଶିଷ୍ଟ କସ୍ତୁରୀ— (ହରେକୃଷ୍ଣ ଦ୍ରବ୍ୟଗୁଣ) ୩. Musk with big flat grains.