Jump to content

କୁଳଥଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଥଳ
ଉଚ୍ଚାରଣ: Kuḻathaḻa

ଦେ. ବି. (ସହଚର) (ସଂ. କୂଳ+ସ୍ଥଳ) —

କୂଳଥଳ; ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସ୍ଥାନମାନ — Places far and near.

ଅନ୍ଧକାର ଚଉଦିଶେ, କୁଳଥଳ ନାହିଁ ଦିଶେ ପକାଇଲ କିମ୍ବା ମାଗୋ ଦୁରୁଯୋଗରେ ଭିକାରି. ରତ୍ନମାଳୀ