Jump to content

କୁଳଦୀପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଦୀପ
ଉଚ୍ଚାରଣ: Kuḻadīpa

ସଂ. ବି. ପୁଂ —

୧: (କୁଳ+ଦୀପ=ଉଜ୍ଜ୍ବଳକାରୀ)— ଯେଉ ବ୍ୟକ୍ତି ବଂଶର ଖ୍ୟାତି ପ୍ରତିଷ୍ଠିତ କରେ; ଯେ ବଂଶରମୁଖ ଉଜ୍ଜ୍ବଳ କରେ —୧. A person who is a glory to the family.

୨: (ମଧ୍ୟପଦଲୋପୀ; କୁଳ ବା ଗୃହରେ ଜଳିବା ଦୀପ)— ଘରେ ଜଳିବା ପ୍ରଦୀପ — ୨. Lamp burning in a house.

[ ଦ୍ର—ଲୋକେ କହନ୍ତି ଯେ "ମୁଁ ଏ କୁଳଦୀପକୁ ଚାହିଁ ହଲପ କରୁଛି"; ଗୃହରେ ନିତ୍ୟ ଅଗ୍ନି ଦେବତାଙ୍କର ଅଧିଷ୍ଠାନ ହୁଏ ବୋଲି କୁଳଦୀପ ହିନ୍ଦୁର ଦୃଷ୍ଟିରେ ପୂତ ]