କୁଳଦେବତା
ଦେଖଣା
କୁଳଦେବତା —
ଉଚ୍ଚାରଣ: Kuḻadebatā
ସଂ. ବି. (ମଧ୍ୟପଦଲୋପୀ; କୁଳର ଅଧିଷ୍ଠାତ୍ରୀ ବା ଉପାସ୍ୟା ଦେବତା) —
୧: ବଂଶରେ ପରମ୍ପରାକ୍ରମେ ପୂଜା ପାଉଥିବା ଦିଅଁ; ଇଷ୍ଟଦେବତା; କୁଳର ଆରାଧ୍ୟ ଦେବ — ୧. The guardian Deity of a family.
[ଦ୍ର—ଶାକ୍ତମାନଙ୍କର ଦୁର୍ଗା, ବୈଷ୍ଣବମାନଙ୍କର ବିଷ୍ଣୁ ଓ ଶୈବମାନଙ୍କର ଶିବ କୁଳଦେବତା ଅଟନ୍ତି ]
୨: ଷୋଡ଼ଶ ମାତୃକା ମଧ୍ୟରୁ ମାତୃକାବିଶେଷ — ୨. One of the ୧୬ maternal Deities.