Jump to content

କୁଳଧନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଧନ
ଉଚ୍ଚାରଣ: Kuḻadhana

ସଂ. ବି. (୬: ଷ୍ଠୀ ତତ୍; କୁଳ+ଧନ) —

ବଂଶର ସର୍ବଶ୍ରେଷ୍ଠ ସମ୍ପତ୍ତି —The most valued treasure of a family.

ବିଣ. (ବହୁବ୍ରୀହି) —

ବଂଶର ଗୌରବରକ୍ଷାହିଁ ୟାହାର ସମ୍ପତ୍ତି — One whose wealth is the preservation of the good name of a family.