Jump to content

କୁଳଧ୍ବଂସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳଧ୍ଵଂସ
ଉଚ୍ଚାରଣ: Kuḻadhwaṁsa

ସଂ. ବି. (୬: ଷ୍ଠୀ ତତ୍) —

୧: ବଂଶଲୋପ — ୧. The extinction or ruin of a Family.

୨: ବଂଶର ପ୍ରତିଷ୍ଠା ଲୋପ —୨. Extinction of the good name or prestige of a family.