Jump to content

କୁଳନାଯିକା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳନାୟିକା
ଉଚ୍ଚାରଣ: Kuḻanāyikā

ସଂ. ବି. (କୁଳ+ନାୟିକା) —

ବାମମାର୍ଗ ବା ତାନ୍ତ୍ରୋକ୍ତ କୈଳଧର୍ମ ଅନୁସାରେ ପଞ୍ଚମକାର ପୁଜାରେ ଯେଉଁ ସ୍ତ୍ରୀମାନଙ୍କୁ ପୁଜା କରିବାର ବିଧି ଅଛି — Women who have to be worshipped by Tantaric devotees following the Bāmamārga of workship.

[ଦ୍ର—ଏମାନେ ସଂଖ୍ୟାରେ ନଅ; ଯଥା—ନଟୀ, କାପାଳିକୀ, ବେଶ୍ୟା, ରଜକୀ, ନାପିତାଙ୍ଗନା, ବ୍ରାହ୍ମଣୀ, ଶୂଦ୍ରକନ୍ୟା, ଗୋପାଳ- କନ୍ୟା ଓ ମାଳାକାରକନ୍ୟା; ଏଥିରେ ଶ୍ଳୋକ:— ନଟୀ କାପାଳିକୀ ବେଶ୍ୟା ରଜକୀ ନାପିତାଙ୍ଗନା ବ୍ରାହ୍ମୀଣା କନ୍ୟା ଚ ତଥା ଗୋପାଳକନ୍ୟକା ମାଳାକାରସ୍ୟ କନ୍ୟା ଚ ନବ କନ୍ୟାଃ ପ୍ରକୀର୍ତ୍ତିତାଃ ]