କୁଳନାଶ
ଦେଖଣା
କୁଳନାଶ —
ଉଚ୍ଚାରଣ: Kuḻanāṡa
ସଂ. ବି. (୬: ଷ୍ଠୀ ତତ୍; କୁଳ+ନାଶ) —
୧: କୁଳଧର୍ମର ଲୋପ — ୧. Non-observance of the duties observed in a family.
୨: କୁଳଲୋପ —୨. Extinction of a family.
୩: ଉଷ୍ଟ୍ର —୩. Camel.
ବିଣ —
୧: ବଂଶ ଲୋପକାରୀ (ବ୍ୟକ୍ତି) — ୧. (Person) Causing extinction of a family.
୨: କୁଳତ୍ୟାଗୀ (ବ୍ୟକ୍ତି); ପତିତ —୨. Apostate.