କୁଳପତି
ଦେଖଣା
କୁଳପତି —
ଉଚ୍ଚାରଣ: Kuḻapati
ସଂ. ବି. (୬: ଷ୍ଠୀ ତତ୍; କୁଳ+ପତି) —
୧: ବଂଶର କର୍ତ୍ତା — The head of family.
୨: ପୁରାକାଳରେ ଦଶ ହଜାର ବିଦ୍ୟାର୍ଥୀଙ୍କୁ ଖାଦ୍ୟ ଓ ଶିକ୍ଷା ପ୍ରଦାନ କରି ନିଜ ପାଖରେ ରଖାଇବା ଋଷି — ୨. An ancient sage who fed and taught ten thousand student.
[ଦ୍ର—ମୁନୀନାଂ ଦଶସାହସ୍ରଂ ଯୋଽନ୍ନଦାନାଦିପୋଷଣାତ୍, ଅଧ୍ୟାପୟତି ବିପ୍ରର୍ଷିରସୈ କୁଳପତିଃ ସ୍ମୃତଃ]