Jump to content

କୁଳପରମ୍ପରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳପରମ୍ପରା
ଉଚ୍ଚାରଣ: Kuḻaparamparā

ସଂ. ବି. (୬: ଷ୍ଠୀ ତତ୍; କୁଳ+ପରମ୍ପରା) —

ବଂଶକ୍ରମ; କୁଳର ଅନୁକ୍ରମ; ପୁରୁଷାନୁକ୍ରମରେ ଚଳି ଆସୁଥିବା ବଂଶ — Series of generations in a family.