କୁଳପର୍ବତ
ଦେଖଣା
କୁଳପର୍ବତ —
ଉଚ୍ଚାରଣ: Kuḻaparbata
ସଂ. ବି. (କୁଳ+ପର୍ବତ) —
ହିନ୍ଦୁ ପୁରାଣ ମତରେ ଆଠ ଦିଗରେ ପୃଥିବୀକୁ ଟେକି ଧରିଥିବା ପର୍ବତ — The eight mountains which are supposed to support the earth.
ଋକ୍ଷବାନ, ଶୁକ୍ତିମାନ ଯେ ପରିପାତ୍ର ବିନ୍ଧ୍ୟ, ସହ୍ୟ ମଳୟ, ମହେନ୍ଦ୍ର ସପତ କୁଳପରବତ ତ ଅଟନ୍ତି ହେ ରାଏ ଏହାଙ୍କୁ ଉଣା ଆଉ ପର୍ବତ ସଭିଏଁ—କୃଷ୍ଣସିଂହ. ମହାଭାରତ. ଭୀଷ୍ମ
[ଦ୍ର—କାହା କାହା ମତରେ ଏମାନଙ୍କ ସଂଖ୍ୟା ଆଠ ଗୋଟି— ମହେନ୍ଦ୍ର, ମଳୟ, ସହ୍ୟ, ଶୁକ୍ତିମାନ, ରୁକ୍ଷପର୍ବତ, ବିଦ୍ଧ୍ୟ, ପରିପାତ୍ର ଓ ହିମାଳୟ]