Jump to content

କୁଳପାଉଁଶ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳପାଉଁଶ
ଉଚ୍ଚାରଣ: Kuḻapāuñṡa

ଦେ. ବିଣ. (ସଂ. କୁଳ+ପାଂସନ) —

କୁଳାଙ୍ଗର (ଦେଖ) Kuḻāṅgāra (See)

ୟାର ସକାଶୁଁ ପିତା ନାଶ; ଏମନ୍ତ ଯେ କୁଳପାଉଁଶ ତାହାକୁ ଇନ୍ଦ୍ରପଦ ଦେଲୁ, ଆପଣ ଆଗ ପ୍ରଣମିଲୁ— ଭୁପତି. ପ୍ରେମପଞ୍ଚାମୃତ