କୁଳପାଳିକା
ଦେଖଣା
କୁଳପାଳିକା —
ଉଚ୍ଚାରଣ: Kuḻapāḻikā
ସଂ. ବି. ସ୍ତ୍ରୀ (କୁଳ+ପାଳି ଧାତୁ+ଅକ+ସ୍ତ୍ରୀ. ଆ) —
୧: ସତ୍କୁଳପ୍ରସୂତା ସ୍ତ୍ରୀ — ୧. A high-born woman
୨: ସତୀ ସ୍ତ୍ରୀ —୨. A chaste woman.
୩: କୁଳସ୍ତ୍ରୀ; କୁଳଭୂଆସୁଣୀ —୩. A house-wife.