Jump to content

କୁଳପୁରୋହିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳପୁରୋହିତ
ଉଚ୍ଚାରଣ: Kuḻapurohita

ସଂ. ବି. (୬: ଷ୍ଠୀ ତତ୍; କୁଳ+ପୁରୋହିତ) —

ପୁରୁଷାନୁକ୍ରମେ କୌଣସି ବଂଶ ପୌରୋହିତ୍ୟ କରୁଥିବା ବ୍ୟକ୍ତି —Family-priest.