କୁଳପୂର୍ବଗ
ଦେଖଣା
କୁଳପୂର୍ବଗ —
ଉଚ୍ଚାରଣ: Kuḻapūrbaga
(କୂଳପୂର୍ବଗା—ସ୍ତ୍ରୀ)
ସଂ. ବି. ପୁଂ. (୬: ଷ୍ଠୀ ତତ୍; କୁଳ+ପୂର୍ବଗ) —
ବଂଶର ପୂର୍ବପୁରୁଷ; ପିତୃପିତାମହ — One's ancestors.
କୁଳପୂର୍ବଗ —
ଉଚ୍ଚାରଣ: Kuḻapūrbaga
(କୂଳପୂର୍ବଗା—ସ୍ତ୍ରୀ)
ସଂ. ବି. ପୁଂ. (୬: ଷ୍ଠୀ ତତ୍; କୁଳ+ପୂର୍ବଗ) —
ବଂଶର ପୂର୍ବପୁରୁଷ; ପିତୃପିତାମହ — One's ancestors.