କୁଳବର୍ଦ୍ଧନ
ଦେଖଣା
କୁଳବର୍ଦ୍ଧନ —
ଉଚ୍ଚାରଣ: Kuḻabarddhana
ସଂ. ବିଣ. ପୁଂ—(୬: ଷ୍ଠୀ ତତ୍; କୁଳ+ବର୍ଦ୍ଧନ=ବୃଦ୍ଧି କାରୀ)
ବଂଶବୃଦ୍ଧିକାରକ —Causing advancement, promotion or increase of a family.
ବି —
ବଂଶବୃଦ୍ଧି —Increase of a family.
କୁଳବର୍ଦ୍ଧନ —
ଉଚ୍ଚାରଣ: Kuḻabarddhana
ସଂ. ବିଣ. ପୁଂ—(୬: ଷ୍ଠୀ ତତ୍; କୁଳ+ବର୍ଦ୍ଧନ=ବୃଦ୍ଧି କାରୀ)
ବଂଶବୃଦ୍ଧିକାରକ —Causing advancement, promotion or increase of a family.
ବି —
ବଂଶବୃଦ୍ଧି —Increase of a family.