Jump to content

କୁଳବିଦ୍ଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୁଳବିଦ୍ୟା
ଉଚ୍ଚାରଣ: Kuḻabidyā

ସଂ. ବି. (ମ. ପ. ଲୋ; କୁଳ+ବିଦ୍ୟା) —

୧: ବଂଶରେ ପୁରୁଷାନୁକ୍ରମେ ଅନୁଶୀଳିତ ବିଦ୍ୟା — ୧. Traditional knowledge; learning handed down from father to son.

୨: ତ୍ରୟୀ ଅନ୍ବୀକ୍ଷିକୀ ବିଦ୍ୟାମଧ୍ୟରୁ ଏକତମ — ୨. One of the ୩ Ānwīkshikī lores.